ଅନ୍ୟାନ୍ୟ

ବିକ୍ଷୋଭ ବେଳେ ପୋଲିସ ଓ ବି.ଜେ.ପି କର୍ମୀ ଆହତ

ଭୁବନେଶ୍ୱର, ୨୮ /୦୨/୨୦୨୩ –    ଲୋୟର PMGରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ବିଜେପି କର୍ମୀ । ଠେଲାପେଲା ଧସ୍ତାଧସ୍ତିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଥିବା ଜଣାପଡିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷା ଦୃଷ୍ଟିରୁ ଲାଠିଚାଳନା କରିଥିଲା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com