ଓଡ଼ିଶା

ସମ୍ପତ୍ତି ପାଇଁ କକା ପୁତୁରା ହଣାକଟା : ପୁତୁରାକୁ ହାଣି ମେଡିକାଲ ପଠେଇଲେ କକା

କରଞ୍ଜିଆ : ପୁତୁରାକୁ ହାଣିଲା କକା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆ ଗାଁରେ ଜମିଜମା ବିବାଦକୁ କେନ୍ଦ୍ରକରି କକା ସୁରେନ୍ଦ୍ରନାଥ ମହାନ୍ତ ତାଙ୍କ ପୁତୁରା ଅକ୍ଷୟ କୁମାର ମହାନ୍ତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ଅକ୍ଷୟଙ୍କୁ ସୁରେନ୍ଦ୍ର ଗୁରୁତର ଅବସ୍ଥାରେ ଛାଡି ଚାଲି ଯାଇଥିଲା । ଗାଁ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଅଭିଯୁକ୍ତ କକା ସୁରେନ୍ଦ୍ରକୁ ଗିରଫ କରି କରଞ୍ଜିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com