ଓଡ଼ିଶା

ମହାପ୍ରଭୁଙ୍କ ଦର୍ଶନ ହେବ ଶୃଙ୍ଖଳିତ

ମହାପ୍ରଭୁଙ୍କ ଦର୍ଶନ ହେବ ଶୃଙ୍ଖଳିତ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଓ ୫ ଲେୟର ବିଶିଷ୍ଟ ହେବ ଏହି ଟନେଲ ।

Related Articles

Back to top button
WP Twitter Auto Publish Powered By : XYZScripts.com