ଓଡ଼ିଶା

ସାଙ୍ଗ ପାଇଁ ସାଙ୍ଗକୁ ଅପହରଣ ! ମାତ୍ର ୬ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଦେଲେ ଅକଥନୀୟ ନିର୍ଯାତନା

ଭୁବନେଶ୍ବର() ସାଙ୍ଗ ପାଇଁ ସାଙ୍ଗକୁ ଅପହରଣ । ଏଭଳି ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ମାତ୍ର ୬ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଦେଇଛନ୍ତି ଅକଥନୀୟ ନିର୍ଯାତନା । କୌଶଳ କ୍ରମେ ଛାତ୍ର ଜଣଙ୍କ ଅପହରଣକାରୀଙ୍କ କବଳରୁ ଖସିଆସି ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com