ଓଡ଼ିଶା

ହନୁମାନ ମନ୍ଦିରରୁ ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା () ଖୋର୍ଦ୍ଧା ଆଦର୍ଶ ଥାନା ଭାଲିଆବାଡି ଖେଳପଡିଆ ସମ୍ମୁଖ ହନୁମାନ ମନ୍ଦିରରୁ ତାଲା ଭାଙ୍ଗି ଚୋରି । ରୂପା ମୁକୁଟ, ଅଳଙ୍କାର, ଘଣ୍ଟ ସମେତ ଆନୁମାନିକ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଗତ ରାତିରେ ଚୋରି କରିଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର କମିଟି ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ସଂପୃକ୍ତ ଚୋରଙ୍କୁ ଧରିବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com