ଓଡ଼ିଶା

‘ଅଫଲାଇନ୍ ପରୀକ୍ଷା ବାତିଲ କର, ସେମିଷ୍ଟାର ଆଧାରରେ ରେଜଲ୍ଟ ଦିଅ’

ଭଦ୍ରକ () କ୍ବାର୍ଟର ପରୀକ୍ଷା ଫଳ ଅନୁଯାୟୀ ରେଜଲ୍ଟ ଘୋଷଣା କର । ଅଫଲାଇନ ପରୀକ୍ଷା ବାତିଲ କର । ଏମିତି କିଛି ଦାବି ନେଇ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓଭରବ୍ରିଜ୍ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କ୍ବାର୍ଟର ପରୀକ୍ଷା ଫଳ ଆଧାରରେ ପରୀକ୍ଷା ଫଳ ଘୋଷଣା ଦାବି କରିଛନ୍ତି । ତେବେ ଏନେଇ ଶିକ୍ଷାମନ୍ତ୍ରୀଙ୍କୁ ପୂର୍ବରୁ ଦାବି ଜଣାଇଥିଲେ ମଧ୍ୟ ସୁଫଳ ମିଳିନଥିବାରୁ ରାସ୍ତାରୋକ କରିଛନ୍ତି । ଅତିରିକ୍ତ ଏସପିଙ୍କ ସହ ପୋଲିସ ଟିମ୍ ପହଞ୍ଚି ବୁଝାସୁଝା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com