କ୍ରୀଡ଼ା

ତୃତୀୟ ଦିନିକିଆ ଜିତି କ୍ଲିନ୍ ସ୍ବିଇପ୍ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ () ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଶେଷ ତଥା ତୃତୀୟ ଦିନିକିଆ । ୨-୦ରେ ଆଗୁଆ ଥିବା ଭାରତ ତୃତୀୟ ଦିନିକିଆ ଜିତି କ୍ଲିନ୍ ସ୍ବିଇପ୍ କରିବା ଲକ୍ଷ୍ୟରେ ରହିଛି । ସେପଟେ ଶେଷ ଦିନିକିଆରେ ଜିତି ସମ୍ମାନ ରକ୍ଷା କରିବା ପାଇଁ ଲଢ଼ିବ ଓ୍ବେଷ୍ଟଇଣ୍ଡିଜ ।
ଆଜି ଅପରାହ୍ନ ୧ଟା ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଦ୍ବିତୀୟ ଦିନିକିଆରେ ୪୪ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସିରିଜ ହାତେଇଥିଲା ଭାରତ ।  ଶିଖର ଧାଓ୍ବନ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ଅଧିନାୟକ ରୋହିତଙ୍କ ସହିତ ଧାଓ୍ବନ ପାଳି ଆରମ୍ଭ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com