ଜାତୀୟ

୭୪ ଦିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେବେ- ଉଦୟ ଉମେଶ ଲଳିତ

 ନୂଆଦିଲ୍ଲୀ, ୦୫/୦୮/୨୦୨୨ – ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରର ମୁଖ୍ୟ ବିଚାରପତି  ଜଷ୍ଟିସ ଏନ ଭି ରମନ୍ନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ ତାରିଖରେ ସମାପ୍ତ ହେବ । ତାଙ୍କ ପରେ ଜଷ୍ଟିସ ଉଦୟ ଉମେଶ ଲଳିତ  ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ପ୍ରଥମ ବିଚାରପତି ଭାବେ ସେ ଜଣେ ଓଡ଼ିଆ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ପାଠ କରିବେ । ହେଲେ ସବୁଠାରୁ ବଡ କଥା କି ସେ ମାତ୍ର ୨ ମାସ ୧୪ ଦିନ ଅର୍ଥାତ  ୭୪ ଦିନ ପାଇଁ ଏହି ପଦରେ ଅଧିଷ୍ଠିତ ରହିବେ । କାରଣ, ଲଳିତ ନଭେମ୍ବର ୮ ତାରିଖରେ ଅବସର ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com