ମନୋରଞ୍ଜନ

ଫିଲ୍ମ ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଆନିମଲ

ଫିଲ୍ମ ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଆନିମଲ’। ଅନେକ ବଡ଼ ବଡ଼ ବଜେଟର ଫିଲ୍ମକୁ ପଛରେ ପକାଇ ଦେଇଛି ରଣବୀର କପୁରଙ୍କ ଫିଲ୍ମ।

ଏହି ଫିଲ୍ମ ପାଇଁ ‌ତୃପ୍ତିଙ୍କୁ ୪୦ଲକ୍ଷ ଟଙ୍କାର ପାରିଶ୍ରମିକ ମିଳିଛି। ତେବେ ଲୋକପ୍ରିୟତା ବଢ଼ିବା ସାଙ୍ଗକୁ ତୃପ୍ତିଙ୍କ ପାଖକୁ ବଡ଼ ବଡ଼ ଫିଲ୍ମର ଅଫର ଆସିବାରେ ଲାଗିଛି। କୁହାଯାଉଛି ଯେ, ତୃପ୍ତିଙ୍କୁ ବିକି କୌଶଲଙ୍କ ସହ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ, ଯାହାର ନିର୍ଦ୍ଦେଶନା ଦେବେ ଆନନ୍ଦ ତିୱାରୀ।

Related Articles

Back to top button
WP Twitter Auto Publish Powered By : XYZScripts.com