ଜାତୀୟ

ପରଲୋକରେ ରାହୁଲ ବଜାଜ୍‌, ୫୦ ବର୍ଷ ଧରି ସମ୍ଭାଳି ଥିଲେ ବଜାଜ୍‌ କମ୍ପାନୀ

ନୂଆଦିଲ୍ଲୀ() ଦେଶର ଜଣାଶୁଣା ଉଦ୍ୟୋଗପତି ରହୁଲ ବଜାଜ୍‌ଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ୫୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଦ ସମ୍ଭାଳି ଆସୁଥିଲେ । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖଏଳି ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com