ଓଡ଼ିଶା

ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବାରିପଦା () ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଏହାସହ ୧୦ ହଜାର ଜରିମନା ଲଗାଇଛନ୍ତି କୋର୍ଟ । ଜରିମନା ଅନାଦେୟ ୧ ବର୍ଷ ଜେଲ୍ ଓ ୪ ଲକ୍ଷ ଟଙ୍କା ପୀଡିତାକୁ କ୍ଷତିପୂରଣ ଦେବେ । ରାୟ ଶୁଣାଇଲେ କେନ୍ଦୁଝର ଏଡିଜେ ଏବଂ ପସ୍କୋ କୋର୍ଟ ଜଜ୍ ।

୨୦୧୫ ମସିହାରେ ତେଲକୋଇ ଥାନା ଅଞ୍ଚଳରେ ଛେଳି ଚରେଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ପୂର୍ଣ୍ଣ ମହାନ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com