ଓଡ଼ିଶା

ଜୁଆ ଖେଳ ଉପରେ ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ ଘଟଣା, ୧୦ରୁ ଅଧିକ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ରାଜସ ଗ୍ରାମରେ ପୋଲିସର ଚଢ଼ାଉ । ଗଣ୍ଡଗୋଳକାରୀ ଅଭିଯୁକ୍ତଙ୍କୁ ଉଠାଉଛି ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରୀ ବଢିବା ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାସାରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି ରାତ୍ରିରେ ଜୁଆ ଖେଳ ଉପରେ ଚଢାଉ କରିଥିଲା ପୋଲିସ । ଚଢାଉ ବେଳେ ପୋଲିସକୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଚଢ଼ାଉରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବାଲିପାଟଣା iic, ବାଲିଆନ୍ତା iic, ଲକ୍ଷ୍ମୀସାଗର iic, ଏୟାରଫିଲ୍ଡ iic, ପାହାଳ Oic ସାମିଲ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com