ମନୋରଞ୍ଜନ

ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ

ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ ଭେଟି ଦେଇଛି। ଏହାରି ଭିତରେ ନେଟଫ୍ଲିକ୍ସ ଟପ୍‌ ୧୦୦୦ଟ୍ରେଣ୍ଡିଙ୍ଗ ଫିଲ୍ମର ଲିଷ୍ଟ ଜାରି କରିଛି।

ଏହି ଲିଷ୍ଟରେ ଥିବା ଫିଲ୍ମକୁ ପୁରା ବିଶ୍ୱର ଲୋକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ତାଲିକାରେ କେବଳ ହିନ୍ଦୀ ଫିଲ୍ମ ଓ ଓ୍ବେବ ସିରିଜ ନିଜ ସ୍ଥାନ ଦଖଲ କରିଛନ୍ତି। ଟପ୍‌ ୪୦୦ତାଲିକାରେ କେବଳ ଗୋଟିଏ ଓ୍ବେବ ସିରିଜ ସ୍ଥାନ ପାଇଛି। ଏହି ଓ୍ବେବ ସିରିଜ ହେଉଛି ‘ରାଣା ନାଇଡୁ’।

Related Articles

Back to top button
WP Twitter Auto Publish Powered By : XYZScripts.com