ଓଡ଼ିଶା

ଜୋରଜବରଦସ୍ତ ବୁଥ୍‌ରେ ପଶି ଅନ୍ୟ ଭୋଟରଙ୍କ ଭୋଟ୍ ଦେଉଥିଲେ ଯୁବକ, ଗିରଫ କଲା ପୋଲିସ

ଯାଜପୁର () ବୁଥରେ ପଶି ଅନ୍ୟ ଭୋଟରଙ୍କ ଭୋଟ୍ ଦେବା ବେଳେ ଯୁବକ ଗିରଫ । ଯାଜପୁର ବ୍ଲକ୍ ବିଚିତ୍ରପୁର ପଞ୍ଚାୟତ ୧୧ନଂ ଓ୍ବାର୍ଡରେ ଘଟିଛି ଏଭଳି ଘଟଣା । ଭୋଟ୍ ଗ୍ରହଣ ଆରମ୍ଭ ହେବା ମାତ୍ରେ ଯୁବକ ଜଣଙ୍କ ବୁଥ୍‌ ଭିତରକୁ ପଶି ୪ ଜଣ ଭୋଟରଙ୍କ ଭୋଟ୍ ଜବରଦସ୍ତ ଦେଉଥିଲେ । ପ୍ରିଜାଇଡିଂ ଅଫିସରଙ୍କ ନିର୍ଦ୍ଦେଶରେ ପୋଲିସ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶରେ ଯୁବକକୁ ଗିରଫ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com