ଓଡ଼ିଶା

ସୁଜନପୁର ପଞ୍ଚାୟତ ୧ନଂ ବୁଥ୍‌ରେ ଭଙ୍ଗାରୁଜା, ମତଦାନ ବନ୍ଦ

ଯାଜପୁର () ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି  କେନ୍ଦ୍ରରେ ୧ ନଂ ବୁଥରେ ଭଙ୍ଗାରୁଜା । ଫଳରେ ମତଦାନ ବନ୍ଦ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ  ଉତ୍ତେଜନା ସୃଷ୍ଟି ହୋଇଛ ।  ବୁଥ୍ ରେ ପଶି କବାଟ ଭାଙ୍ଗିବା  ସହ ବାଲାଟ ପେପର ଓ ଷ୍ଟାମ୍ପ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବୁଥରେ ମତଦାନ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ଯାଜପୁର ବିଡିଓ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com