ଜାତୀୟ
ଜୟପୁରରେ ଭୂକମ୍ପର ଝଟକା, ୩.୮ ତୀବ୍ରତାରେ କମ୍ପନ ଅନୁଭୂତ

ଜୟପୁର() ଶୁକ୍ରବାର ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଥିଲା ତୀବ୍ରତା । ସକାଳ ୮ଟାରେ ମୃଦୁ ଭୂକମ୍ପ ଅୁଭୂତ ହୋଇଥିଲା । ସିକର ଏବଂ ଫତେହପୁରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା ।
An earthquake of magnitude 3.8 occurred 92km northwest of Jaipur, Rajasthan at around 8.01 am today, as per National Center for Seismology. pic.twitter.com/AM2reScGrf
— ANI (@ANI) February 18, 2022
ଲୋକମାନେ ପ୍ରାୟ ୩ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭବ କରିଥିଲେ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜୟପୁରର ୯୨ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା ।