ଓଡ଼ିଶା

ରାଜ୍ୟରେ ମୋଟ୍ ୧୨୦ ଗୋଟି ଶିଳ୍ପାଞ୍ଚଳ ରହିଛି : ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର: ରାଜ୍ୟରେ ଅଦ୍ୟାବଧି ମୋଟ୍ ୧୨୦ ଗୋଟି ଶିଳ୍ପାଞ୍ଚଳ ରହିଛି । ଏହି ଶିଳ୍ପାଞ୍ଚଳ ଗୁଡିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋ ୬୩୩୩ ଗୋଟି ଶିଳ୍ପ ସଂସ୍ଥାକୁ ୬୪୯୦.୬୩୮ ଏକର ଜମି ଲିଜ ସୂତ୍ରରୁ ଆବଣ୍ଟନ କରିଛି । ଏହା ମଧ୍ୟରୁ ୩୦୯୦ଟି ଶିଳ୍ପ ସଂସ୍ଥା ଚାଲୁଥିବା ବେଳେ ୧୭୪୧ଟି ଶିଳ୍ପ ସଂସ୍ଥା ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ଲିଖିତ ଉତ୍ତର ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com