ଓଡ଼ିଶା

ବୁଧବାର କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ବୁଧବାର କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ ଟାରୁ ରୋଡ୍‌ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା ।

ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସିବଜାର ଦେଇ ରୋଡ୍‌ ସୋ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର ଦେଇ ଯିବ । ରୋଡ୍‌ ସୋ’ରେ ଯୋଗ ଦେବେ ହଜାର ହଜାର ସମର୍ଥକ । ଶାନ୍ତି ଶୃଙ୍ଖଳା ନେଇ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

Related Articles

Back to top button
WP Twitter Auto Publish Powered By : XYZScripts.com