ଜାତୀୟ

ପୁଣି ଆରମ୍ଭ ହେଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ

ପୁଣି ଆରମ୍ଭ ହେଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ । ଦ୍ବିତୀୟ ମହଲାରେ ହେବ ରାମ ଦରବାର। ବଡ଼ ବଡ଼ ପ୍ରସ୍ତର ପିଲାର ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର, ଉପର ଚୂଡ଼ା କାମ ବି ଜୋରସୋରରେ ଆଗେଇଲା।

ପୁଣି ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ କରାଯାଉଛି । ମନ୍ଦିର ଦ୍ୱାର ନିକଟରେ ଲାଗିଥିବା ସୁନା ଛାଉଣୀ କବାଟ ପାଖରେ ମଧ୍ୟ କାମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି ।

Related Articles

Back to top button
WP Twitter Auto Publish Powered By : XYZScripts.com