Featuredଜାତୀୟସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ବୃଦ୍ଧି ନେଇ ୬ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚିଠି ଲେଖିଲେ

ଦେଶରେ ବଢୁଛି କରୋନା ସଂକ୍ରମଣ । ସତର୍କରହିବା ଲାଗି ୬ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଚିଠି । ୪ ମାସ ପରେ ୭୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସତର୍କ ରହିବା ଲାଗି ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ତେଲଙ୍ଗାନା, କେରଳ ଓ କର୍ଣ୍ଣାଟକରେ କରୋନା ଗ୍ରାଫ ଉପରମୁହାଁ ହେଉଥିବାରୁ ଏଥିଲାଗି ସତର୍କତାସୂଚକ ପରାମର୍ଶ ଜାରି କରାଯାଇଛି । ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । ଭାଇରସର ପ୍ରକୃତ ସ୍ଥିତି କଣ, ସତର୍କତାମୂଳକ ପଦକ୍ଷେପ ନେଇ କଣ ରହିଛି ପ୍ରସ୍ତୁତି ଆଦି ସମ୍ପର୍କରେ ପରାମର୍ଶ ଦେଇଛନ୍ତି ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com