ଓଡ଼ିଶା

ବନାରସ ଗାଁରେ ଅଘଟଣ, ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର() ବଲାଙ୍ଗୀର ବନାରସ୍ ଗାଁରେ ଅଘଟଣ । ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂଚନା ଥାଉକି, ଲାଇନରେ ଛିଡ଼ା ହୋଇଥିବା ଅଚେତ ହୋଇପଡିଥିଲେ ଗୁଲାପି ।

ତେବେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିଲା । ହେଲେ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟ ହେଉଛନ୍ତି । ସଇଁତଲା ବ୍ଲକ ବନାରସ ଗାଁର ୮ ନମ୍ବର ବୁଥରେ ଘଟିଛି ଅଘଟଣ । ସେପଟେ ଗୁଲାପୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com