ଓଡ଼ିଶା

ଷ୍ଟ୍ରଙ୍ଗରୁମ ନିକଟରେ ପଡିଛି ଚିରା ବାଲାଟ ପେପର, ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପ୍ରାର୍ଥୀ

କେନ୍ଦ୍ରାପଡା() କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ ନିକଟରେ ଚିରା ବାଲାଟ ପେପର ପଡିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନେ ଷ୍ଟ୍ରଙ୍ଗରୁମ ନିକଟରେ ପହଂଚି ହୋହଲ୍ଲା କରିଥିଲେ । ତେବେ କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି ଘଟିଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ, ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ବାଲଟ ପେପର ଅସଲି ନା ନକଲି ତାହା ଜଣା ପଡିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com