ଓଡ଼ିଶା

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି : ଦଶମ ପାସ ପିଲାଙ୍କୁ ନିଯୁକ୍ତି ପାଇଁ ଭାରତୀୟ ଡାକର ବିଜ୍ଞପ୍ତି

ନୂଆଦିଲ୍ଲୀ ଭାରତୀୟ ଡାକରେ ଚାକିରି ପାଇଁ ଇଚ୍ଚୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ଡାକ ଦିଲ୍ଲୀ ମେଲ ମୋଟର ସେବା ବିଭାଗ ଅଧୀନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ନିଯୁକ୍ତି ପ୍ରକାଶ କରିଛି । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ଡାକ ବିଭାଗର ଅଫିସିଆଲ ୱେବସାଇଟ ସଦ୍ଭୟସବକ୍ଟ୍ରକ୍ଟଗ୍ଦଗ୍ଧ.ଶକ୍ଟଙ୍ଖ.ସଦ୍ଭ ଜରିଆରେ ଆବେଦନ କରି ପାରିବେ । ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ ହୋଇଛି ।

ଷ୍ଟାଫ କାର ଡ୍ରାଇଭର ଭାବେ ମୋଟ ୨୯ ପଦରେ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ଡାକ । ତେବେ ଏଥିପାଇଁ ପ୍ରାର୍ଥୀ ଅନ୍ୟୁନ ଦଶମ ପାସ ହୋଇଥିବା ଆବଶ୍ୟକ । ଏଥିସହିତ ଆବଶ୍ୟକୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ତିନି ବର୍ଷର ଅଭିଜ୍ଞତା ରହିଥିବା ମଧ୍ୟ ନିହାତି ଆବଶ୍ୟକ । ସେହିପରିର କେବଳ ୧୮ରୁ ୨୭ ବର୍ଷ ବୟସ ଛାତ୍ରଛାତ୍ରୀ ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଅଭିଜ୍ଞତା ଏବଂ ସ୍କିଲ ଟେଷ୍ଟ ଜରିଆରେ ପ୍ରାର୍ଥୀମାନଙ୍କର ଚୟନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com