ଓଡ଼ିଶା

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା : ଏକାଧିକ ଗାଡ଼ିକୁ ଧକ୍କା ଦେଲେ ମଦ୍ୟପ କାର୍‌ ଚାଳକ

ଭୁବନେଶ୍ୱର() ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଛି । ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମଦ୍ୟପ କାର୍‌ ଚାଳକକୁ ଥାନାରେ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com