ଜାତୀୟ

ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲା

ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲା। ସୁପ୍ରିମକୋର୍ଟରେ ଉତ୍ତର ରଖିଲେ କେନ୍ଦ୍ର ସରକାର। ଆୟୁଷ କିମ୍ବା ଆଲୋପାଥିକ ଔଷଧ ମଧ୍ଯରୁ କେଉଁଟିକୁ ବାଛିବେ ତାହା ଜଣେ ବ୍ଯକ୍ତିଙ୍କର ନିଜସ୍ବ ଇଚ୍ଛା।

ଏନେଇ ଲୋକଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ରେ କହିଛନ୍ତି କେନ୍ଦ୍ର ସରକାର। ତେବେ ଲୋକଙ୍କୁ ବିଜ୍ଞାପନ ଜରିଆରେ ବିଭ୍ରାନ୍ତ କରୁଥିବା ଅଭିଯୋଗ କ୍ରମେ ଯୋଗଗୁରୁଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ।

Related Articles

Back to top button