ମନୋରଞ୍ଜନ

ବଲିଉଡର ଷ୍ଟାର ଦମ୍ପତି କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍

ବଲିଉଡର ଷ୍ଟାର ଦମ୍ପତି କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍। ନିଜ ପିଲାମାନଙ୍କ ସହ ଏହି ଦମ୍ପତି ବିବାହ ପୂର୍ବ କାର୍ଯ୍ୟକ୍ରମରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ନଜର କରୀନା ପିନ୍ଧିଥିବା ହାରକୁ ଯାଇଥିଲା।

ଏହି ହାରଟି ସେ ୨୦୧୨ରେ ପିନ୍ଧିଥିଲେ, ଯାହାକୁ ସେ ପୁଣି ଥରେ ଅନନ୍ତଙ୍କ ବିବାହ କାର୍ଯ୍ୟକ୍ରମରେ ପିନ୍ଧିଥିବା ଦେଖାଯାଇଥିଲା। ୨୦୧୨ରେ କରୀନାଙ୍କ ବିବାହ ଭୋଜି ହୋଇଥିବା ବେଳେ ଏଥିରେ ସେ ଏକ ସୁନ୍ଦର ହାର ପିନ୍ଧିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com