ଅନ୍ତର୍ଜାତୀୟ

ପଳାତକ ନିରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି

ପଳାତକ ନିରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଲଣ୍ଡନରେ ଥିବା ଟଙ୍କାର ବିଳାସପୂର୍ଣ୍ଣ ବଙ୍ଗଳାକୁ ନିଲାମ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ନିରବ ମୋଦୀଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳା ସେଣ୍ଟ୍ରାଲ ଲଣ୍ଡନର ମେରିଲେବୋନରେ ଅବସ୍ଥିତ । ଏହି ବଙ୍ଗଳାରେ ନିରବ ମୋଦୀ ତାଙ୍କ ପରିବାର ସହିତ ରୁହନ୍ତି । ନିରବ ମୋଦୀ ଏବଂ ପରିବାର ବାସ କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com