ଅନ୍ତର୍ଜାତୀୟ

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମର୍ଲୋନିଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଇ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମର୍ଲୋନିଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଇ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।

କାରୋଲିନା ମର୍ଲୋନି ଟୁଇଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଦେଶର ୧୮ ତମ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସହ ଘଷର ଥିବା ସମୟରେ ତାଙ୍କର ପରଲୋକ ହୋଇଛି। ସେ ବହୁ ବର୍ଷ ଧରି ରାଜନୀତିରେ ପରଦା ପଛରେ କାମ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com