ଅନ୍ତର୍ଜାତୀୟ

ବିରକ୍ତ କଲେ ମୁଁ ଆଣବିକ ବୋମା ପକାଇଦେବି

ବିରକ୍ତ କଲେ ମୁଁ ଆଣବିକ ବୋମା ପକାଇଦେବି। ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଏଭଳି ମନ୍ତବ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି ।

ଉତ୍ତର କୋରିଆର ନେତା କହିଛନ୍ତି ଯଦି କୌଣସି ଶତ୍ରୁ ପରମାଣୁ ଅସ୍ତ୍ରରେ ବ୍ୟବହାର କରିବାକୁ ଚେତାବନୀ ଦିଅନ୍ତି ତେବେ ଉତ୍ତର କୋରିଆ ଆଣବିକ ଆକ୍ରମଣ କରିବାକୁ ପଛାଇବ ନାହିଁ । ନିକଟରେ ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନେଇ କିମ ସେନାଙ୍କୁ ଭେଟି ଏଭଳି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com