ଅନ୍ତର୍ଜାତୀୟ

ଆରମ୍ଭ ହୋଇଛି ଋଷ ରାଷ୍ଟ୍ରପତି ଲାଗି ନିର୍ବାଚନ

ଆରମ୍ଭ ହୋଇଛି ଋଷ ରାଷ୍ଟ୍ରପତି ଲାଗି ନିର୍ବାଚନ। ଆସନ୍ତା ୧୭ ତାରିଖ ଯାଏ ଚାଲିବ ହାଇଭୋଲଟେଜ ଇଲେକ୍ସନ। ସମସ୍ତ ନାଗରିକ ନିର୍ବାଚନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

ପ୍ରଥମ ଥର ଲାଗି ଦେଶରେ ଦିନିକିଆ ଭୋଟ ବଦଳରେ ହେବ ତିନିଦିନିଆ ଭୋଟ। ନିର୍ବାଚନ ପ୍ରକ୍ରିୟାର ତତ୍ତ୍ବାବଧାନରେ ରହିଛନ୍ତି ୨୯ଜଣ ନିର୍ବାଚନ କମିଶନ। ଏହି ନିର୍ବାଚନ ୨୭ଟି ଋଷୀୟ ଅଞ୍ଚଳ ଓ କ୍ରିମିଆରେ ଅନୁଷ୍ଠିତ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com