ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଏଣିକି ସାଧାରଣ ଫୋନରେ ବି ହୋଇପାରିବ ୟୁପିଆଇ ପେମେଣ୍ଟ୍

ନୂଆଦିଲ୍ଲୀ: ଏଣିକି ସାଧାରଣ ଫୋନ୍ ରେ ବି ଆପଣ ମାନେ କରିପାରିବେ ୟୁପିଆଇ ପେମେଣ୍ଟ୍ । ସ୍ମାର୍ଟଫୋନ୍ ନଥିଲେ ବି ଏଣିକି ଆପଣ ମାନେ ୟୁପିଆଇ ପେମେଣ୍ଟ୍ କରିପାରିବେ । ଆରବିଆଇ ପକ୍ଷରୁ ନୂତନ ୟୁପିଆଇ ଆଧାରିତ ପେମେଣ୍ଟ୍ ପ୍ରଡକ୍ଟ ଲଞ୍ଚ କରାଯାଇଛି । ଏହାପରେ ୟୁପିଆଇ ପେମେଣ୍ଟ୍ ସୁବିଧା ପାଇପାରିବେ ଦେଶର ୪୪ କୋଟି ଫିଚର୍ ଫୋନ୍ ୟୁଜର୍ । ଏହି ପରିପ୍ରେକ୍ଷୀରେ “ଡିଗି ସାଥୀ” ର ଶୁଭାରମ୍ଭ କରିଛନ୍ତି ଆରବିଆଇ ଗଭର୍ଣ୍ଣର୍ । ବର୍ତ୍ତମାନ ଲୋକମାନେ କେବଳ ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ୍ କନେକ୍ଟିଭିଟି ସହିତ ହିଁ ୟୁପିଆଇ ପେମେଣ୍ଟ୍ କରୁଛନ୍ତି । ହେଲେ ଏବେ ଠାରୁ ଫିଚର୍ ଫୋନ୍ ଗୁଡ଼ିକରେ ବି ୟୁପିଆଇ ପେମେଣ୍ଟ୍ ହୋଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com