ଅନ୍ତର୍ଜାତୀୟ

୩୩ ଚାଇନା ବିମାନ ଆମକୁ ଘେରି ରହିଛି ବୋଲି ମନ୍ତ୍ରଣାଳୟ ଅଭିଯୋଗ କରିଛି

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଦାବି କରିଛି। ଚାଇନାକୁ ଦୋଷ ଦେଇ ମନ୍ତ୍ରଣାଳୟ କହିଛି ଜାନୁଆରୀ ୨୬ ତାରିଖ ସକାଳ ପରଠାରୁ ଚାଇନା ତାଇୱାନର ଦ୍ୱୀପପୁଞ୍ଜରେ ଏସୟୁ-୩୦ଯୁଦ୍ଧ ବିମାନ ଏବଂ ୬ଟି ନ ନୌସେନା ବିମାନ ସମେତ ୩୩ଟି ବିମାନ ନିୟୋଜିତ କରିଛି।

ତାଇଓ୍ବାନ ଦାବି କରିଛି ୩୩ ଟି ବିମାନ ମଧ୍ୟରୁ ୧୩ଟି ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟ ଅତିକ୍ରମ କରିଛି। ୩୩ ଚାଇନା ବିମାନ ଆମକୁ ଘେରି ରହିଛି ବୋଲି ମନ୍ତ୍ରଣାଳୟ ଅଭିଯୋଗ କରିଛି।

Related Articles

Back to top button