ରାଜନୀତି

ପଶ୍ଚିମ ଉତ୍ତର ପ୍ରଦେଶରେ ଆରଏଲଡିକୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସତ୍ୟପାଲ ମଲ୍ଲିକଙ୍କୁ ଟିକେଟ ଅଫର କରିଛନ୍ତି

ପଶ୍ଚିମ ଉତ୍ତର ପ୍ରଦେଶରେ ଆରଏଲଡିକୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସତ୍ୟପାଲ ମଲ୍ଲିକଙ୍କୁ ଟିକେଟ ଅଫର କରିଛନ୍ତି । ସୂତ୍ର ସୂଚନା ମୁତାବକ ଅଖିଳେଶ ଯାଦବ ଓ ସତ୍ୟପାଲ ମଲ୍ଲିକଙ୍କ ମଧ୍ୟରେ ଏନେଇ ଆଲୋଚନା ଚାଲିଛି ।

ଅଖିଳେଶ ଯାଦବ ସତ୍ୟପାଲଙ୍କୁ ଅଲିଗଡ ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । ସତ୍ୟପାଲ ମଲ୍ଲିକ ୧୯୮୯ ମସିହାରେ ଅଲିଗଡ ଲୋକସଭା ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com