ଓଡ଼ିଶା

ମୋବାଇଲ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି

କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଗାଁରେ ଅଘଟଣ । ମୋବାଇଲ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ଜଙ୍ଘ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ଦୁର୍ଘଟଣା ପରେ ତାଙ୍କୁ ଯୋଡ଼ା ଟିସ୍କୋ ମେଡିକାଲରେ ଭର୍ତି କରାଯାଇଛି । ଆହତ ଯୁବକ ହେଲେ ବିଛାକୁଣ୍ଡି ଗାଁର ବିଷ୍ଣୁ ମହନ୍ତି । ପ୍ୟାଂଟ୍ ପକେଟରେ ମୋବାଇଲ ରଖିଥିବା ବେଳେ ହଠାତ ବ୍ୟାଟେରି ଫାଟି ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com