Featuredଅନ୍ତର୍ଜାତୀୟ

ପାକିସ୍ତାନରେ ଅଙ୍ଗୁର କେଜି ୧୬୦୦

ଅର୍ଥନୀତି ସଙ୍କଟରେ ଗତି କରୁଛି ପାକିସ୍ତାନ । ଶ୍ରୀଲଙ୍କାଠାରୁ ଟପି ଯାଇଛି ପାକିସ୍ତାନର ଦୂରାବସ୍ଥା । ଗୋଟିଏ ପଟେ ରାମଜାନ ଆରମ୍ଭ ହୋଇଯାଇଛି ଅନ୍ୟପଟେ ଆକାଶଛୁଆଁ ହୋଇଛି ଫଳ ଦର । କଦଳୀ ଡ଼ଜନ ୫୦୦ ରେ ବିକ୍ରି ହେଉଥିବା ବେଳେ ଅଙ୍ଗୁର କେଜି ୧୬୦୦ । ସେହିପରି ଖଜୁର କିଲୋଗ୍ରାମ ପିଛା ୧୦୦୦ ଟଙ୍କା ମୂଲ୍ୟରେ ମିଳୁଛି । ଗତ ବର୍ଷ ତୁଳନାରେ ଫଳ ଏବଂ ରାସନ ମୂଲ୍ୟରେ ଅଧିକ ଦାମରେ ବିକ୍ରି ହେଉଛି । ଦରଦାମର ଅତ୍ୟଧିକ ବୃଦ୍ଧିରେ ଅସ୍ତବ୍ୟସ୍ତ ହେଉଛନ୍ତି ପାକିସ୍ତାନବାସୀ । ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୫୦ ବର୍ଷର ସର୍ବୋଚ୍ଚ ସ୍ତରରେ ୩୧.୫ ପ୍ରତିଶତରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com