ଅନ୍ତର୍ଜାତୀୟ

ଖୁବଶୀଘ୍ର ଲୋକେ ମହାକାଶରେ ରାତ୍ରିଭୋଜନ କରିବାକୁ ସୁଯୋଗ ପାଇବେ

ଖୁବଶୀଘ୍ର ଲୋକେ ମହାକାଶରେ ରାତ୍ରିଭୋଜନ କରିବାକୁ ସୁଯୋଗ ପାଇବେ। ତେବେ ଏଥିପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ପୃଥିବୀ ବାୟୁମଣ୍ଡଳରୁ ୯୯ ପ୍ରତିଶତ ଉପରକୁ ଯାଇ ଭୋଜନ କରିବା ପାଇଁ ୪.୧ କୋଟି ଟଙ୍କା ଦେବାକୁ ପଡ଼ିବ।

ଏହି ଯାତ୍ରା ମାତ୍ର ୬ ଘଣ୍ଟା ପାଇଁ ରହିବ। ହାଇଟେକ ସ୍ପେସ ବେଲୁନରେ ଯାତ୍ରୀଙ୍କୁ ମହାକାଶକୁ ନିଆଯିବ। ଆମେରିକା ସ୍ପେସ ଟ୍ରାଭେଲ କମ୍ପାନୀ ‘ସ୍ପେସ୍‌ ଭିଆଇପି’ ଆସନ୍ତା ବର୍ଷଠାରୁ ଏହି ସେବା ଆରମ୍ଭ କରିବ।

Related Articles

Back to top button