ରାଜନୀତି

ଥମିବାର ନାଁ ନେଉନି ବିଜେପିର ଗୋଷ୍ଠୀ କନ୍ଦଳ

ଥମିବାର ନାଁ ନେଉନି ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି ପାର୍ଟି ଅଫିସରେ ପୁଣିଥରେ ଗଣ୍ଡଗୋଳ । ଜୟଦେବ ନିର୍ବାଚନ ମଣ୍ଡଳୀର ବସନ୍ତ ନାୟକଙ୍କ ସମର୍ଥକ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚେୟାର ଭାଙ୍ଗି ପ୍ରତିବାଦ କରିଛନ୍ତି।

ଅରବିନ୍ଦ ଢାଲି ହଟାଓ ଜୟଦେବ ବଞ୍ଚାଅ ନାରାରେ ପ୍ରତିବାଦ କରିଥିଲେ ବିଜେପି କର୍ମୀ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟଙ୍କା ନେଇ ଅରବିନ୍ଦ ଢ଼ାଲିଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଛନ୍ତି ବସନ୍ତ ନାୟକଙ୍କ ସମର୍ଥକ ।

Related Articles

Back to top button