ମନୋରଞ୍ଜନ

ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ

ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସୁଛି।

କୁହାଯାଉଛି ଯେ ତାଙ୍କର ଏନଗେଜମେଣ୍ଟ ହୋଇସାରିଛି ଏବଂ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

Related Articles

Back to top button