ଜାତୀୟମନୋରଞ୍ଜନ

ସଲମାନ ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ ସେରିମନିରେ ମଉଜମସ୍ତି କରୁଥିବାର ଏହି ଭିଡ଼ିଓରେ‌ ଦେଖିବାକୁ ମିଳୁଛି

ଭାଇଜାନ ସଲମାନ ଖାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲମାନ ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ ସେରିମନିରେ ମଉଜମସ୍ତି କରୁଥିବାର ଏହି ଭିଡ଼ିଓରେ‌ ଦେଖିବାକୁ ମିଳୁଛି।

ସଲମାନଙ୍କୁ ନିଜ କୋଳରେ ଉଠାଇ ଧରି ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଖୁସିରେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ବିବାହ କରିବାକୁ ଯାଉଥିବା ଅନନ୍ତ ନିଜ ପାଖରେ ଛିଡ଼ା ହୋଇଥିବା ସଲମାନଙ୍କୁ ଉଠାଇ ନାଚିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com