Featuredରାଜନୀତି

ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଦାଖଲ ଅପରାଧିକ ମାମଲାର ତୁରନ୍ତ ସମାଧାନ ଲାଗି ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଦାଖଲ ଅପରାଧିକ ମାମଲାର ତୁରନ୍ତ ସମାଧାନ ଲାଗି ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସାରା ଦେଶରେ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ନେତାଙ୍କ ନାଁରେ ଥିବା ମାମଲାଗୁଡିକର ତ୍ୱରିତ ଫଇସଲା ହୋଇଯିବା ଉଚିତ ।

ଦାଗୀନେତାଙ୍କ ବିରୁଦ୍ଧରେ ହାଇକୋର୍ଟ ନିଜ ତରଫରୁ ମାମଲା କରିବାକୁ ଓ ଏହାର ମନିଟରିଂ କରିବାକୁ ସୁପ୍ରିିମକୋର୍ଟ କହିଛନ୍ତି । ସେହି ମାମଲାଗୁଡିକୁ ବେଶୀ ପ୍ରାଥମିକତା ଦେବାକୁ କୋର୍ଟ କହିଛନ୍ତି ଯେଉଁଥିରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀର ପ୍ରାବଧାନ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com