ଅନ୍ତର୍ଜାତୀୟ

ପାକିସ୍ତାନରୁ ଭାରତ ଆସି ରହୁଥିବା ସୀମା ହାଇଦରଙ୍କ ବଢ଼ିଲା ଅଡୁଆ

ପାକିସ୍ତାନରୁ ଭାରତ ଆସି ରହୁଥିବା ସୀମା ହାଇଦରଙ୍କ ବଢ଼ିଲା ଅଡୁଆ। ସୀମା ହାଇଦରଙ୍କୁ ସମନ ପଠାଇଲେ ତାଙ୍କ ପ୍ରଥମ ସ୍ୱାମୀ। ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ଆଣିବା ପାଇଁ ସେ ନଏଡା କୋର୍ଟରେ ଗୁହାରି କରିଛନ୍ତି।

କରାଚିରେ ରହୁଥିବା ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ନେବା ପାଇଁ ଜଣେ ଭାରତୀୟ ଓକିଲଙ୍କ ସହାୟତା ଲୋଡିଛନ୍ତି।

Related Articles

Back to top button