Featuredଅନ୍ତର୍ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣିଥରେ ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣିଥରେ ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୨୬୬ ସଦସ୍ୟ ବିଶିଷ୍ଟ ଜାତୀୟ ସଭାରେ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୯ଟି ଆସନ ଜିତିଛନ୍ତି।

ଏଥିମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାର୍ଟି ପିଟିଆଇ ଦ୍ୱାରା ସମର୍ଥିତ। କିନ୍ତୁ ରାଜନୈତିକ ପଥରେ ଅନେକ ବାଧାବିଘ୍ନ ରହିଛି। ତେବେ ଏହି ଖବର ପାକିସ୍ତାନ ନିର୍ବାଚନ ବ୍ୟତୀତ ଇମ୍ରାନ ଏବଂ ତାଙ୍କ ଝିଅଙ୍କୁ ନେଇ ଅଧିକ ଚର୍ଚ୍ଚା।

Related Articles

Back to top button
WP Twitter Auto Publish Powered By : XYZScripts.com