Breaking NewsFeaturedଓଡ଼ିଶା

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବିଜ୍ଞପ୍ତି – ଉଭୟ ପୁରୁଷ ଓ ମହିଳା ବୁଣାକାରଙ୍କୁ ସମ୍ମାନ ପ୍ରଦାନ କରାଯିବ

ହସ୍ତତନ୍ତ କ୍ଷେସ୍ତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏଣିକି ପ୍ରତିବର୍ଷ ଉଭୟ ପୁରୁଷ ଓ ମହିଳା ବୁଣାକାରଙ୍କୁ ସମ୍ମାନ ପ୍ରଦାନ କରାଯିବ। ସେମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ।

୩ଟି ବର୍ଗରେ ୬ ଜଣଙ୍କୁ ରାଜ୍ୟ ପୁରସ୍କାର ମିଳିବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣପତ୍ର ମିଳିବ। ଏଥିସହିତ ୪ ଜଣଙ୍କୁ ୨୫ ହଜାର ଅର୍ଥରାଶି ସହ ତନ୍ତ୍ରକୃତି ପୁରସ୍କାର ପ୍ରଦାନ କରାଯିବ। ଏନେଇ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com