Breaking NewsFeaturedଓଡ଼ିଶା

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା । ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଥିବା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ବିଧାନସଭାରେ ସୂଚନା ଦେଇଛନ୍ତି ।

ରାପ୍ତାନୀରେ ଦେଶର ଶ୍ରେଷ୍ଠ ୨୫ ଜିଲ୍ଲାରୁ ଝାରସୁଗୁଡା ୨୩ ତମ ସ୍ଥାନରେ ଅଛି । ୮୪୮ ବୃହତ୍‌ ଶିଳ୍ପକୁ ମିଳି ଅନୁମୋଦନ । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି । ଯେଉଁଥିରେ ୨୧ ଲକ୍ଷ ୭୩ ହଜାର ୮୭୧ ଦଶମିକ ୩୪ କୋଟି ନିବେଶ ହେଉଛି । ଏଥିରେ ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com