ଅନ୍ତର୍ଜାତୀୟମନୋରଞ୍ଜନ

ଘୋଷଣା ହେଲା Oscar-2022 Award ବିଜେତାଙ୍କ ନାମ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ଓସ୍କାର ପୁରସ୍କାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର । ତେଣୁ ସମସ୍ତ ସିନେପ୍ରେମୀଙ୍କ ନଜର ଏହା ଉପରେ ରହିଥାଏ । ଓସ୍କାର ଜିତିବା ପ୍ରତ୍ୟେକ କଳାକାରଙ୍କର ଜୀବନର ଏକ ସ୍ୱପ୍ନ ଥାଏ । ଆଜି ୯୪ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଇଛି । ୨୦୨୨ ବର୍ଷର ଓସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ବିଜେତାଙ୍କ ଲିଷ୍ଟ ।
ବୋଷ୍ଟ ସପୋର୍ଟିଂ ଆକ୍ଟର- ଟ୍ରଏ କୋସ୍ତୁର (କୋଡା), ବେଷ୍ଟ ସପୋଟିଂ ଆକ୍ଟ୍ରେସ-ଆରିଆନା ଡି’ବୋଷ (ୱେଷ୍ଟ ସାଇଡ୍ ଷ୍ଟୋରୀ), ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ- କୋଡା, ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଚର- ସମର ଅଫ୍ ସାଓଲ, ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ- ବେଲଫାଷ୍ଟ, ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ- ଡ୍ରାଇଭର ମାଇଁ କାର (ଜାପାନ), ବେଷ୍ଟ ଆନିମେଟେଡ ଫିଚର ଫିଲ୍ମ- ଏନକାଣ୍ଟୋ, ବେଷ୍ଟ ସିନେମାଟୋଗ୍ରାଫି- ଡ୍ୟୁନ, ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନ- କ୍ରୁଏଲା, ବେଷ୍ଟ ପ୍ରଡକ୍ସ ଡିଜାଇ- ଡ୍ୟୁଟନ, ବେଷ୍ଟ ମେକଅପ ଆଣ୍ଡ ହେୟାର- ଦ ଆଇଜ୍ ଅଫ୍ ଟମି ଫାଏ, ବେଷ୍ଟ ସାଉଣ୍ଡ- ଡ୍ୟୁନ, ବେଷ୍ଟ ଡକ୍ୟୁମେଣ୍ଟାରୀ ଶର୍ଟ- ଦ କ୍ୟୁନ ଅଫ୍ ବାସ୍କେଟବଲ, ବେଷ୍ଟ ଲାଇଭ ଆକ୍ସନ ଶଟ- ଦି ଲଙ୍ଗ ଗୁଡବାଏ, ବେଷ୍ଟ ଅରିଜିନାଲ ସ୍କୋର- ଡ୍ୟୁନ, ବେଷ୍ଟ ଫିଲ୍ମ ଏଡିଟିଂ- ଡ୍ୟୁନ, ବେଷ୍ଟ ଆନିମେଟେଡ ଶର୍ଟ- ଦ ୱିଣ୍ଡସିଲ୍ଡ ୱିପର ।

Related Articles

Back to top button
WP Twitter Auto Publish Powered By : XYZScripts.com