ମନୋରଞ୍ଜନ

‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି

‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାରି ଭିତରେ ଫିଲ୍ମର ଟିଜର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ନିର୍ମାତାଙ୍କ କହିବାନୁସାରେ, ଏହି ଫିଲ୍ମର ଟିଜର ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ରିଲିଜ ହେବ।

ତାଙ୍କର ୪୨ତମ ଜନ୍ମଦିନ ୮ ଏପ୍ରିଲରେ ପଡୁଛି। ସେହି ଦିନ ‘ପୁଷ୍ପା: ଦି ରୁଲ୍‌’ର ଟିଜର ରିଲିଜ କରିବାକୁ ଘୋଷଣା କରାଯାଇଛି।‘ପୁଷ୍ପା: ଦି ରୁଲ୍‌’ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com