ଜାତୀୟ

ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି

ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି। ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି।

ପ୍ରତି ଲକ୍ଷ ଜନସଂଖ୍ୟା ମଧ୍ୟରେ ଏହି ସହରରେ ଅପରାଧୀଙ୍କ ବିରୋଧରେ ଖୁବ୍‌ କମ ମାମଲା ରୁଜୁ କରାଯାଇଛି। ୨୦୨୨ର ତଥ୍ୟ ଅନୁଯାୟୀ, କୋଲକାତାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରେ ୮୬.୫ମାମଲା ରୁଜୁ ହୋଇଛି। କୋଲକାତା ପରେ ଦ୍ୱିତୀୟରେ ପୁଣେ ରହିଛ।

Related Articles

Back to top button