ଓଡ଼ିଶା

ବିଶ୍ୱବ୍ୟାପୀ ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ “

ଭୁବନେଶ୍ୱର()  ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ‌ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ
ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି।
ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି ।

ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ପଦ୍ମଶ୍ରୀ ବାବା ବଳିଅ। ସମ୍ମାନୀତଅତିଥି୍ ଭାବେ ବିଶ୍ଵ ଓଡ଼ିଆ ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର ସଭାପତି ବିଶ୍ୱ ଓଡିଆ ମହାସଂଘ , ଶ୍ରୀ ଚୈତନ୍ୟ ପାଇକ ସଭାପତି ଓଡିଶା କଳାକାର ମହାସଂଘ , ଶ୍ରୀମତୀ ଶୁଭଶ୍ରୀ ଦାଶ ସମାଜ ସେବିକା ତଥା ନିର୍ଦେଶିକା ଆ ଇ ଏସ୍ ଡି ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ।

ଓଡିଶାର ମାଟି ପାଣି ପଵନ ଗୌରବମୟ ଇତିହାସ ଉନ୍ନତ କଳା ସଂସ୍କୃତି ଓ ଭାଷା ପାଇଁ ଓଡିଶା ବିଶ୍ୱ ଦରବାର ରେ ପ୍ରଶଂସିତ । ବିଶ୍ୱବ୍ୟାପି ରିଲିଜ୍ ହେଲା ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ପଦ୍ମଶ୍ରୀ ବାବା ବଳିଅ। ଅନ୍ୟତମ ଅତିଥି ଭାବେ ବିଶ୍ଵ ଓଡ଼ିଆ ମହାସଂଘ ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର , ଓଡିଶା କଳାକାର ମହାସଂଘ ସଭାପତି ଶ୍ରୀ ଚୈତନ୍ୟ ପାଇକ , ସମାଜସେବୀକା ଶ୍ରୀମତୀ ଶୁଭଶ୍ରୀ ଦାଶ ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ।

ଓଡିଶାର ମାଟି ପାଣି ପଵନ ଗୌରବମୟ ଇତିହାସ ଉନ୍ନତ କଳା ସଂସ୍କୃତି ଓ ଭାଷା ପାଇଁ ଓଡିଶା ବିଶ୍ୱ ଦରବାର ରେ ପ୍ରଶଂସିତ ।ଏହି ସ୍ବତନ୍ତ୍ର ଗୀତ ଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସତ୍ୟଜିତ୍ ଶଶାଂକ, ସ୍ୱୟମ୍ ପାଢୀ , ପି କେ, କୁମାର ଦିଲ୍ଲୀପ ଅନ୍ତରା ଚକ୍ରବର୍ତ୍ତୀ , ଜାଗୃତି ମିଶ୍ର, ପ୍ରତିଭା ପ୍ରଧାନ , ସ୍ନେହା ବେବର୍ତ୍ତା ଓ ସସ୍ମିତା ମହାନ୍ତି।

ସଂଗୀତ ଉନ୍ମୋଚନ ଉତ୍ସବକୁ ସଂଚାଳନା କରି ଥିଲେ ସହକାରୀ ସଂଗୀତ ନିର୍ଦ୍ଦେଶକ ନିହାର ଆଚାର୍ଯ୍ୟ।ବିଶ୍ୱର ୪୦ ଟି ଦେଶରେ ଏ ଗୀତ ର ଭିଡିଓ ରିଲିଜ୍ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com