ଓଡ଼ିଶା

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ୧୦ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ । ଗତକାଲି ପ୍ରଥମ ରିମାଣ୍ଡ ଅବଧି ସରିଥିବା ବେଳେ ଆଜି କୋର୍ଟରେ ପୁଣି ଆବେଦନ କରିଥିବା କ୍ରାଇମ୍‌ବ୍ରାଞ୍ଚ । କୋର୍ଟ ଏହାର ବିଚାର କରି ପୁଣି ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com