ଅନ୍ତର୍ଜାତୀୟ

ଚାଇନାବାସୀ ଆଉ ଦେଶପ୍ରେମକୁ ପ୍ରାଧାନ୍ୟ ଦେଉ ନାହାନ୍ତି

ଚାଇନା ସରକାର ଅନୁଭବ କରୁଛନ୍ତି ଚାଇନାବାସୀ ଆଉ ଦେଶପ୍ରେମକୁ ପ୍ରାଧାନ୍ୟ ଦେଉ ନାହାନ୍ତି। ସରକାର ବିଶ୍ୱାସ କରୁଛନ୍ତି ଦେଶ ପ୍ରତି ଲୋକଙ୍କ ମନରେ ଦେଶପ୍ରେମର ଭାବନା ନାହିଁ, ତେଣୁ ଜିନପିଙ୍ଗ ସରକାର ଦେଶଭକ୍ତ ଶିକ୍ଷା ଆଇନ କାର୍ଯ୍ୟକାରୀ କରିଛନ୍ତି।

ଆସନ୍ତା ସପ୍ତାହରୁ ଚାଇନାରେ ଏହି ନିୟମ ଲାଗୁ ହେବ।

Related Articles

Back to top button